• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
ବର୍ଗ : ପ୍ରାକୃତିକ, ଧାର୍ମିକ

ତିଗିରିଆର ଶ୍ରୀ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବ ମନ୍ଦିର ହେଉଛି ଓଡିଶାର ପୁରାତନ ମନ୍ଦିର ମାନଙ୍କ ମଧ୍ୟରେ ୨ ୟ ବୃହତମ ମନ୍ଦିର । ମନ୍ଦିରର ଦୃଶ୍ୟ ମନୋରମ ଅଟେ । ଏହି ମନ୍ଦିର ତତ୍କାଳୀନ ତିଗିରିଆ ରାଜା ଶ୍ରୀ ଶଙ୍କର୍ଷଣ ମାନ୍ଧାତା ୧୭୮୭ ଖ୍ରୀଷ୍ଟାଦ୍ଦରେ ନିର୍ମାଣ ଆରମ୍ଭ କରିଥିଲେ ଓ ଶ୍ରୀ ବନମାଳି ଚମ୍ପତ୍ତି ସିଂହ ମହାପାତ୍ର ପୂର୍ଣ୍ଣାଙ୍ଗ କରିଥିଲେ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଅଂଶୁପା -୧୩ କି.ମି., ସିଂହନାଥ ୨୮ କି.ମି., ଶଙ୍ଖମାରୀ- ୨୮ କି.ମି.

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରର ୯୩ କି.ମି.

ସଡ଼କ ପଥରେ
କଟକରୁ ତିଗିରିଆ ଛକ ୬୦ କି.ମି. ବସ ଯୋଗେ ଓ ଅବଶିଷ୍ଟ ୩ କି.ମି. ଅଟୋ ଭଡା କରି ଯିବାକୁ ହୋଇଥାଏ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ -କଟକ- ୬୩ କି.ମି.