• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ

କଟକ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ବନ୍ଧରେ:

ସମଗ୍ର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ (ମୁଖ୍ୟ) କୋଠାରେ ୮୮ଟି ପ୍ରକୋଷ୍ଠ ରହିଛି ଏବଂ ତନ୍ମଧ୍ୟରୁ ନିନ୍ମଲିଖିତ କାର୍ଯ୍ୟ।ଳୟ ଉଭୟ ନିୟାମକ ଓ ବିକାଶାତ୍ମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ ।

  1. ବିକାଶାତ୍ମକ ପ୍ରଶାସନ ଅଧିନସ୍ଥ କାର୍ଯ୍ୟ।ଳୟ
    1. ଜିଲ୍ଲା ଯୋଗାଣ କାର୍ଯ୍ୟ।ଳୟ
    2. ଜିଲ୍ଲା କୋଷାଗାର
    3. ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟ।ଳୟ
    4. ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟ।ଳୟ
    5. ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟ।ଳୟ
    6. ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ
    7. ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ
    8. ଜିଲ୍ଲା ମଙ୍ଗଳ କାର୍ଯ୍ୟ।ଳୟ
    9. ଜିଲ୍ଲା ସଂସ୍କୃତି କାର୍ଯ୍ୟ।ଳୟ
    10. ଜିଲ୍ଲା ସ୍ଵଳ୍ପ ସଞ୍ଚୟ କାର୍ଯ୍ୟ।ଳୟ
    11. ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର, କଟକ ଜିଲ୍ଲା କେନ୍ଦ୍ର
    12. ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ କାର୍ଯ୍ୟ।ଳୟ
    13. ସର୍ବଶିକ୍ଷା ଅଭିଯାନ
  2. ରାଜସ୍ଵ ନିୟାମକ ପ୍ରଶାସନ ଦ୍ଵାରା ନିୟନ୍ତ୍ରିତ କାର୍ଯ୍ୟ।ଳୟ
    1. ସଂସ୍ଥା ଉପବିଭାଗ
    2. ରାଜସ୍ୱ ଉପବିଭାଗ
    3. ଜିଲ୍ଲା ଉନ୍ନୟନ ଉପବିଭାଗ
    4. ନିଜାରତ ଉପବିଭାଗ
    5. କ୍ଷତିପୂରଣ ତଉଜି ଉପବିଭାଗ
    6. କ୍ଷତିପୂରଣ (ସଦରବାହାଲ) ଉପବିଭାଗ
    7. ଭୂ ଅଧିଗ୍ରହଣ ଉପବିଭାଗ
    8. ଜିଲ୍ଲା ଗ୍ରନ୍ଥାଗାର
    9. ସାଧାରଣ ବିବିଧ ବିଭାଗ
    10. କାର୍ଯ୍ୟ।ଳୟ ଅଧିକ୍ଷକ
    11. ଅଧିକ୍ଷକ, ଭୂ-ଅଭିଲେଖ
    12. ଜିଲ୍ଲା ଋଣ ଓ ତଉଜି ଉପବିଭାଗ
    13. ଜିଲ୍ଲା ଜରୁରୀ ଉପବିଭାଗ

ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ କୋଠା ସମ୍ପର୍କିତ ବିଶଦ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା :

କୋଠାର ନାମପ୍ଳିନ୍ଥ କ୍ଷେତ୍ର (ବର୍ଗ ମିଟର)ଛାତର ପ୍ରକାରକି ପ୍ରକାର କୋଠାନିର୍ମାଣ ବର୍ଷ
ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ୬୪୫୬.୫୫ସିମେଣ୍ଟ କଂକ୍ରିଟ କୋଠାବହୁତଳ ପ୍ରାସାଦ୧୯୬୩
କଲେକ୍ଟୋରେଟ କ୍ୟାଣ୍ଟିନ୯୫.୯୬ସିମେଣ୍ଟ କଂକ୍ରିଟ କୋଠାଏକ ମହଲା କୋଠା୧୯୬୨
ସାଇକେଲ ଷ୍ଟାଣ୍ଡ ୨ ଟି୭୭୨.୯୨ସିମେଣ୍ଟ କଂକ୍ରିଟ କୋଠାଏକ ମହଲା କୋଠା୧୯୬୧
ଗ୍ୟାରେଜ୧୨୫.୪୧ସିମେଣ୍ଟ କଂକ୍ରିଟ କୋଠାଏକ ମହଲା କୋଠା୧୮୯୨
ପୁରୁଣା କଲେକ୍ଟୋରେଟ (ସବ – କଲେକ୍ଟୋରେଟ)୫୯୧.୪୦ଏକ ମହଲା କୋଠା୧୮୯୨