| କ୍ଷେତ୍ରଫଳ | ୩୯୩୨ ବର୍ଗ କି. ମି. |
| ଉପଖଣ୍ଡ | ୦୩ |
| ତହସିଲ | ୧୫ |
| ରାଜସ୍ୱ ମଣ୍ଡଳ | ୧୭୧ |
| ବ୍ଲକ | ୧୪ |
| ଗ୍ରାମ ପଞ୍ଚାୟତ | ୩୭୩ |
| ଗ୍ରାମ ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) | ୧୯୫୦ |
| ମହାନଗର ନିଗମ | ୦୧ |
| ପୌରପାଳିକା | ୦୧ |
| ବିଜ୍ଞାପିତ ଅଞ୍ଚଳ ପରିଷଦ | ୦୨ |
| ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) | ୨୬୨୪୪୭୦ |
| ପୁରୁଷ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) | ୧୩୫୨୭୬୦ |
| ମହିଳା ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) | ୧୨୭୧୭୧୦ |
| ଗ୍ରାମାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) | ୧୮୮୮୪୨୩ |
| ସହରାଞ୍ଚଳ ଜନସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ ) | ୭୩୬୦୪୭ |
| ଜନସଂଖ୍ୟା ଘନତ୍ଵ (ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) | ୬୬୭ ପ୍ରତି ବର୍ଗ କି. ମି. |
| ସାକ୍ଷରତା ଶତକଡା ( ଜିଲ୍ଲା ପରିସଂଖ୍ୟାନ ହାଣ୍ଡ ବୂକ , କଟକ, ୨୦୧୧ ଅନୁସାରେ ) | ୮୫.୫ % |