• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ଏହି ସ୍ଥାନ ଭଗବାନ ଶିବଙ୍କର ପୀଠ ଭାବେ ପ୍ରସିଦ୍ଧ । ଏହା ମଧ୍ୟ ଅନନ୍ତ ଗର୍ଭ ନାମରେ ବିଖ୍ୟାତ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ – କଟକ ୧୧ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରରୁ ୪୦ କି.ମି.

ସଡ଼କ ପଥରେ
ଏହି ପୀଠକୁ ଯିବାପାଇଁ ସିଧାସଳଖ ବସ ସେବା ଉପଲବ୍ଧ ନାହିଁ । ତେବେ ଟ୍ୟାକ୍ସି କିମ୍ବା ଅଟୋ ଯୋଗେ ୧୫ କି.ମି. ଦୂରତା ଅତିକ୍ରମ କରି ଏହି ସ୍ଥାନକୁ ଯାଇହୁଏ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ -କଟକ-୧୩ କି.ମି.