• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ

ମହାନଦୀର ଉପନଦୀ କାଠଯୋଡିର ଉତ୍ପତ୍ତି ସ୍ଥଳରେ ଥିବା ନରାଜ ଏଠାରେ ମହାନଦୀର ବିସ୍ତୃତ ପ୍ରସାରୀ ଜଳରାଶି ଯୋଗୁଁ ଆକର୍ଷଣୀୟ ଦେଖାଯାଏ । ଏଠାରେ ମଧ୍ୟ କେତେକ ବୌଦ୍ଧ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ । ଏଠାରେ ଥିବା ପ୍ରଭୁ ସିଦ୍ଧେଶ୍ଵରଙ୍କୁ ଦର୍ଶନ କରିବା ପାଇଁ ଅନେକ ସମୟରେ ଦର୍ଶକ ମାନେ ଆସିଥାନ୍ତି । ଏହା ମଧ୍ୟ ବଣଭୋଜି ପାଇଁ ଏକ ସୁନ୍ଦର ସ୍ଥାନ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଧବଳେଶ୍ଵର ୧୫ କି.ମି., ବାଙ୍କୀ-ଚର୍ଚ୍ଚିକା-୩୫ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ଵରରୁ ୪୫ କି.ମି.

ସଡ଼କ ପଥରେ
କଟକରୁ ନରାଜ ୧୫ କି.ମି. ଟ୍ୟାକ୍ସିରେ ଯିବା ସୁବିଧାଜନକ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ : କଟକ-୧୫ କି.ମି.