• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : Others

ଏହା ସବୁଠୁ ପୁରାତନ ବୌଦ୍ଧ ପୀଠ ମଧ୍ୟରେ ଅନ୍ୟତମ । ହୁଏନସାଂ ୭ମ ଶତାବ୍ଦୀରେ ଲଳିତଗିରି ପରିଦର୍ଶନ କରିଥିଲେ । ଉତଖନନ କରାଯାଇଥିବା ଅନେକ ଗୁଡିଏ ପ୍ରାଚୀନ ସ୍ମୃତିଚିହ୍ନ, ଏହି ସ୍ଥାନଟି ପୁଷ୍ପଗିରି ବୁଦ୍ଧ ବିହାରର ଅଂଶ ବିଶେଷ ବୋଲି ପ୍ରମାଣିତ କରୁଛି ।

ପ୍ରକୃଷ୍ଟ ସମୟ:ଅକ୍ଟୋବର ମାସ ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥାନ-ଓଳାଶୁଣୀ-୨ କି.ମି., ରତ୍ନଗିରି ଓ ଉଦୟଗିରି – ୨୦ କି.ମି.

ଯୋଗାଯୋଗ:ପର୍ଯ୍ୟଟନ ଅଧିକାରୀ
ଦୃରଭାଷ:୦୬୭୧-୨୩୦୫୨୨୫
ଇମେଲ: oritourcuttack@gmail.com

ବିମାନ ମାର୍ଗରେ
ନିକଟସ୍ଥ ବିମାନବନ୍ଦର-ଭୁବନେଶ୍ଵର-୯୦ କି.ମି

ସଡ଼କ ପଥରେ
କଟକ -କେନ୍ଦ୍ରାପଡ଼ା-ପାରାଦୀପ ରାସ୍ତାରେ ଚଣ୍ଡୀଖୋଲ ଦେଇ ବନ୍ଦରଶ୍ଵର ଛକ ପର୍ଯ୍ୟନ୍ତ ୬୧ କି.ମି. ବସ ସେବା ଉପଲବ୍ଧ । ଅବଶିଷ୍ଟ ୩ କି.ମି. କୁ ସାଇକେଲ-ରିକ୍ସା ଯୋଗେ ଯିବାକୁ ହୋଇଥାଏ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ କଟକ - ୬୦କି.ମି