• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : Others

ଏହା ଦେବୀ ସିଦ୍ଧଦେବୀଙ୍କ ପାଇଁ ପ୍ରସିଦ୍ଧ । ପାଣି ତଳେ ଉଭୟ ଭଗବାନ ଶିବ ଓ ଦେବୀ ପାର୍ବତୀ ଏଠାରେ ପୂଜା ପାଉଛନ୍ତି ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ନେମାଳ-୩୦କି.ମି ।

ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର- ୭୭କି.ମି.

ସଡ଼କ ପଥରେ
କଟକରୁ ଅସୁରେଶ୍ଵର ଛକ-୩୫ କି.ମି. ଅବଶିଷ୍ଟ ୧୨ କି.ମି.ଦୂରତା ଅସୁରେଶ୍ଵର ଛକରୁ ଅଟୋ ଭଡା କରି ଯିବାକୁ ହୋଇଥାଏ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ-୪୭ କି.ମି. ।