• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : Others

ଅଧିଷ୍ଟାତ୍ରୀ ଦେବୀ ଭଟ୍ଟାରିକାଙ୍କର ପବିତ୍ର ପୀଠସ୍ଥଳୀ ଥିବା ଏହା ହେଉଛି ଏକ ସୁନ୍ଦର ଦର୍ଶନୀୟ ସ୍ଥ।ନ, ଯେଉଁ ସ୍ଥ।ନକୁ କି ବର୍ଷସାରା ବିଭିନ୍ନ ସମୟରେ ଦର୍ଶନାର୍ଥୀମାନେ ଦେବୀଙ୍କର ଦର୍ଶନ ସହିତ ବଣଭୋଜି କରିବାକୁ ଆସିଥାନ୍ତି। ଏହା ମହାନଦୀର ଦକ୍ଷିଣରେ ଅବସ୍ଥିତ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ସିଂହନାଥ (୧୬ କି.ମି) ତିଗିରିଆ(୨୦ କି.ମି) , ପ୍ରଗଳାପୀଠ,ବଡମ୍ବା (୨୦ କି.ମି),ଗୋକୁଳାନନ୍ଦ ପୀଠ (୧୫ କି.ମି),କଣ୍ଟିଲୋ-ନୀଳମାଧବ (୨୦ କି.ମି)।

ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack@gmail.com

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵରରୁ - ୧୨୧ କି.ମି.

ସଡ଼କ ପଥରେ
କଟକରୁ ଭଟ୍ଟାରିକା ପର୍ଯ୍ୟନ୍ତ ନିୟମିତ ବସ ସେବା ଉପଲବ୍ଧ । ଅବଶିଷ୍ଟ ୫ କି.ମି କୁ ଅଟୋ ରିସ୍କା ଭଡାକରି ଯାଇହୁଏ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନଗୁଡିକ ହେଉଛି ଢେଙ୍କାନାଳ - ୭୦ କି.ମି ଏବଂ ଭୁବନେଶ୍ଵର ୧୨୦ କି.ମି.