ବର୍ଗ : Others
ମହାନଦୀର ଦକ୍ଷିଣରେ ଥିବା ଦେବୀ ଚର୍ଚ୍ଚିକାଙ୍କର ପୀଠସ୍ଥଳୀ ବାଙ୍କୀର ଚର୍ଚ୍ଚିକା ମନ୍ଦିର ଓଡିଶାର ୮ ଗୋଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ।
ପ୍ରକୃଷ୍ଟ ସମୟ :ଅକ୍ଟୋବର ରୁ ମାର୍ଚ୍ଚ ମାସ
ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଅଂଶୁପା (୧୫ କି.ମି) ଅଟ୍ରି(୨୨ କି.ମି) , ଶ୍ରୀ ଶ୍ରୀ ରାମନାଥ ଦେବ-ବୈଦ୍ୟନାଥ ଦେବ (୨୦ କି.ମି),ସିଂହନାଥ ଦେବ (୨୨ କି.ମି)
ଯୋଗାଯୋଗ: ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ ନ : ୦୬୭୧-୨୩୦୫୨୨୫
ଇ-ମେଲ: tocuttack@gmail.com
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵରରୁ - ୫୫ କି.ମି.
ସଡ଼କ ପଥରେ
କଟକ ସହରରୁ ବାଙ୍କୀକୁ ନିୟମିତ ବସ ସେବା ଉପଲବ୍ଧ ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନଗୁଡିକ ହେଉଛି କଟକ - ୫୦ କି.ମି ଏବଂ ଭୁବନେଶ୍ଵର ୬୦ କି.ମି