ବର୍ଗ : Others
ଏହା ମହାନଦୀରେ ଥିବା ଏକ କ୍ଷୁଦ୍ର ଦ୍ଵୀପ ମଧ୍ୟରେ ଅବସ୍ଥିତ ଏବଂ ଆରାଧ୍ୟା ଦେବୀ ଅମଙ୍ଗେଇଙ୍କ ନାମରେ ନାମିତ । ସେଠାରେ ମଧ୍ୟ ବାଲୁଙ୍କେଶ୍ଵର ମହାଦେବଙ୍କର ଏକ ପ୍ରାଚୀନ ଶିବ ମନ୍ଦିର ରହିଛି ।
ପ୍ରକୃଷ୍ଟ ସମୟ :ଅକ୍ଟୋବର ରୁ ମାର୍ଚ୍ଚ ମାସ
ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ-ଅଂଶୁପା (୧୫ କି.ମି) ଧବଳେଶ୍ଵର (୨୫ କି.ମି) ଏବଂ ବାଙ୍କୀ-ଚର୍ଚ୍ଚିକା (୨୦ କି.ମି)
ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ,କଟକ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ଭୁବନେଶ୍ଵରରୁ ଏହା ହେଉଛି ୮୪ କି.ମି.
ସଡ଼କ ପଥରେ
କଟକରୁ ଆଠଗଡକୁ ବସ ସେବା ଉପଲବ୍ଧ । ଆଠଗଡରୁ ଅଟୋ ଭଡା କରି ଏବଂ ନୌକା ଯୋଗେ ଅମଙ୍ଗେଇକୁଦ(୮ କି.ମି) ଦ୍ଵୀପକୁ ଯାଇ ହୁଏ। କଟକରୁ ଏହା ୫୪ କି.ମି ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି କଟକ-୫୪ କି.ମି. ଏବଂ ଭୁବନେଶ୍ଵର-୬୮ କି.ମି.