| କ୍ରମିକ ସଂଖ୍ୟା | ବର୍ଣ୍ଣନା | ତାରିଖ | ଦେଖନ୍ତୁ/ଡାଉନଲୋଡ୍ |
|---|---|---|---|
| 171 |
ଜାତୀୟ ରାଜପଥ ନଂ-୫୫ (୨୭୭.୫୦୦ ରୁ ୨୭୯.୪୦୦ କିଲୋମିଟର, ମୌଜା-କନ୍ଦରପୁର, ସିଦ୍ଧେଶ୍ୱରପୁର ଏବଂ ଅଥଙ୍ଗା) ର ନିର୍ମାଣ ପାଇଁ ଅଧିଗ୍ରହଣ ହୋଇଥିବା ଜମିର ଦଖଲ ହସ୍ତାନ୍ତର ନିମନ୍ତେ ଜମି ମାଲିକ / ଏଥିରେ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ
|
23-09-2024 |
Download (241.21 KB) |
| 172 |
କଟକ ଜିଲ୍ଲାର ଏସଟି ଏବଂ ଏସସି ବିକାଶ ବିଭାଗ ବିଦ୍ୟାଳୟ ଅଧୀନରେ ଅତିଥି ଶିକ୍ଷକ ପଦ ପାଇଁ ଯୋଗ୍ୟ ଆବେଦନକାରୀଙ୍କ ୱାକ-ଇନ୍-ଇଣ୍ଟରଭ୍ୟୁ ଉପରେ ବିଜ୍ଞପ୍ତି
|
18-09-2024 |
Download (4.77 MB) |
| 173 | କଟକ ଜିଲ୍ଲାର ଏସଟି ଏବଂ ଏସସି ବିକାଶ ବିଭାଗ ବିଦ୍ୟାଳୟ ଅଧୀନରେ ଅତିଥି ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ଯୋଗ୍ୟ ଏବଂ ଅଯୋଗ୍ୟ ତାଲିକାର ବିଜ୍ଞପ୍ତି | 10-09-2024 |
Download (5.24 MB) |
| 174 | କନିଷ୍ଠ ଶିକ୍ଷକ (ସ୍କିମାଟିକ) ପ୍ରାର୍ଥୀ / ପ୍ରାର୍ଥିନୀ ମାନଙ୍କ online ପ୍ରକୀୟା ମାଧ୍ୟମରେ ବିଦ୍ୟାଳୟ ଚୟନ ନିମନ୍ତେ portal ର ଖୋଲା ରହିବା ସମ୍ବନ୍ଧିତ ବିଜ୍ଞପ୍ତି ପ୍ରକାଶନ ସମ୍ବନ୍ଧେ । | 12-08-2024 | Details |
| 175 | କଟକ ଜିଲ୍ଲାରେ ହସ୍ତକୃତଭାବେ ମଳ ସଫେଇକର୍ମଚାରୀଙ୍କ ସର୍ବେକ୍ଷଣ କାର୍ଯ୍ୟ ନିମନ୍ତେ ସୂଚନା। | 08-08-2024 |
Download (536.43 KB) |
| 176 | ଯୋବ୍ରା ଓ କିଶନନଗର ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲଟେରୀ ଫଳାଫଳ ସ୍ଥଗିତ ସମ୍ବଦ୍ଧରେ। | 05-08-2024 |
Download (271.42 KB) |
| 177 | "ଚୁଡାନ୍ତ ମେଧା ତାଲିକା” ଓ “ଚୁଡାନ୍ତ ଅଗ୍ରାହ୍ୟ ତାଲିକା” ସମ୍ବନ୍ଧିତ ବିଜ୍ଞପ୍ତି ପ୍ରକାଶନ ସମ୍ବନ୍ଧେ । | 05-08-2024 |
Details
|
| 178 | ରୁରାଲ ଏରିଆ ଅନ୍ତର୍ଗତ ଭାରତ ତିଆରି ବିଦେଶୀ ଠିପି ବନ୍ଦ ମଦଦୋକାନ ଓ ଦେଶୀ ମଦଦୋକାନ ନିମନ୍ତେ ହୋଇଥିବା ଲଟେରୀର ଲାଇସେନ୍ସ ପ୍ରଦାନ ତା .୩୧.୦୮.୨୦୨୪ ରିଖ ପର୍ଯ୍ୟନ୍ତ ସ୍ଥଗିତ ସମ୍ବଦ୍ଧରେ | 05-08-2024 |
Download (554.15 KB) |
| 179 | ପ୍ରୋଭିଜନାଲ ଲଟେରୀ ବିଜେତା ଓ ମଦ ଦୋକାନର ଲଟେରୀ ମୁଲତବୀ ସମ୍ବଦ୍ଧରେ। | 01-08-2024 | Details |
| 180 | “ଚିଠା ମେଧା ତାଲିକା” ଓ “ଚିଠା ଅଗ୍ରାହ୍ୟ ତାଲିକା” ସମ୍ବନ୍ଧିତ ବିଜ୍ଞପ୍ତି ପ୍ରକାଶନ ସମ୍ବନ୍ଧେ । | 26-07-2024 |
Download (331.06 KB)
|
- ମୂଳଉତ୍ସ
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ ଗୁଡିକ
- ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍
- ପର୍ଯ୍ୟଟନ
- ନୋଟିସ୍
- ଦସ୍ତାବିଜ
- ନିର୍ବାଚନ
- ଅଧିକ+
- ଜିଲ୍ଲା ଗେଜେଟର
- ମିଡିଆ ଗ୍ୟାଲେରୀ
- ନିର୍ବାଚନ ଅଭିଲେଖାଗାର
- ପଞ୍ଚାୟତ ନିର୍ବାଚନ ୨୦୨୨
- ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନିର୍ବାଚନ ୨୦୨୨
- ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ
- ପ୍ରାର୍ଥୀଙ୍କ ସତ୍ୟ ପାଠ
- ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ ପଞ୍ଜିକା ଓ ନିର୍ବାଚନ ବ୍ୟୟର ସଂକ୍ଷିପ୍ତ ବିବରଣୀ
- ମିଶନ ଜିରୋ – ଏଫ୍
- ଫର୍ମ
- ସୂଚନା ଅଧିକାର
- ନାଗରିକ ସେବା
- କୋଭିଡ – ୧୯