• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ଧାର୍ମିକ

ରାଧା ମାଧବ ବିଗ୍ରହ ପାଇଁ ପ୍ରସିଦ୍ଧ ଏହା ଏକ ଧାର୍ମିକ କେନ୍ଦ୍ର । ପବିତ୍ର ପ୍ରାଚୀ ନଦୀ କୂଳରେ ଏହା ଅବସ୍ଥିତ ।

ପ୍ରକୃଷ୍ଟ ସମୟ :ଅକ୍ଟୋବରରୁ ମାର୍ଚ୍ଚ ମାସ

ନିକଟସ୍ଥ ପର୍ଯ୍ୟଟନ ସ୍ଥ।ନ – ଜୟଦେବ ପୀଠ,କେନ୍ଦୁଲି – ୨୨ କି.ମି. ।

ଯୋଗାଯୋଗ ଅଧିକାରୀ-ପର୍ଯ୍ୟଟନ ଅଧିକାରୀ
ଦୂରଭାଷ: ୦୬୭୧-୨୩୦୫୨୨୫
ଇ-ମେଲ: oritourcuttack@gmail.com

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର - ଭୁବନେଶ୍ଵରର ୫୩ କି.ମି.

ସଡ଼କ ପଥରେ
ଏହି ସ୍ଥାନକୁ ଯିବାକୁ ହେଲେ ବସ ଯୋଗେ ନିଆଳି ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବାକୁ ହେବ । ଏହା ନିକଟସ୍ଥ ବସ ଷ୍ଟାଣ୍ଡ ଏବଂ କଟକ କୁ ୫୦ କି.ମି. ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ : କଟକ-୫୨ କି.ମି. ଓ ଭୁବନେଶ୍ଵର - ୫୩ କି.ମି.